ଅର୍ଥ : ତେଲ ନିମନ୍ତେ ସୁଭାଷିତ
ଉଦାହରଣ :
ଲଣ୍ଠନର ମସଲା ଖତମ ହୋଇଗଲାଣି
ଅର୍ଥ : କୌଣସି କାମ,କଥା ଆଦିର ଆଧାର
ଉଦାହରଣ :
ମଜା କରିବାପାଇଁ ଆଜି ଆପଣଙ୍କୁ ଭଲ ମସଲା ମିଳି ଗଲା
ଅର୍ଥ : କୌଣସି ବିଶେଷ କାର୍ଯ୍ୟପାଇଁ ତିଆରି କରାଯାଇଥିବା ଔଷଧ ବା ରସାୟନିକ ଦ୍ରବ୍ୟର ମିଶ୍ରଣ
ଉଦାହରଣ :
ଏହି ଢୋଲର ମସଲା ପଡ଼ିଯାଇଛି
ଅର୍ଥ : କିଛି ଖାଦ୍ୟ ବା ପାନୀୟ ପଦାର୍ଥ ଆଦିକୁ ଅଧିକ ସ୍ୱାଦିଷ୍ଟ,ଗୁଣକାରୀ ଆଦି କରିବା ପାଇଁ ଆବଶ୍ୟକ ପଦାର୍ଥ
ଉଦାହରଣ :
ଆଜିକାଲି ପ୍ରତ୍ୟେକ ଜିନିଷ ତିଆରି କରିବା ପାଇଁ ପ୍ରସ୍ତୁତ ମସଲା ମିଳୁଛି
ଅର୍ଥ : କିଛି ଖାଦ୍ୟ, ପେୟଆଦି ପଦାର୍ଥକୁ ସ୍ୱାଦିଷ୍ଟ ଓ ଗୁଣକାରୀ କରିବାପାଇଁ ସେଥିରେ ପକାଯାଉଥିବା ବୃକ୍ଷରୁ ଜାତ କିଛି ଜିନିଷ
ଉଦାହରଣ :
ଜାୟତ୍ରୀ,ଜାଇଫଳ,ଜିରାଆଦି ମସଲାର ପର୍ଯ୍ୟାୟରେ ଯାଏ ମସଲା ପକାଇଲେ ଖାଦ୍ୟ ସ୍ୱାଦିଷ୍ଟ ହୁଏ