ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଠାଳିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଠାଳିଆ   ବିଶେଷ୍ୟ

ଅର୍ଥ : କୌଣସି ଅଠାଳିଆ ବସ୍ତୁ

ଉଦାହରଣ : ତୁମେ ତ ତାକୁ ଅଠାଳିଆ ବନେଇ ଦେଲ

ସମକକ୍ଷ : ଲାସା, ଲେହି

कोई लसदार वस्तु।

तुमने तो इसका लासा बना दिया !।
लासा

ଅର୍ଥ : ଅଠାଳିଆ ବସ୍ତୁର ସେହି ଗୁଣ ଯାହା ତାକୁ ଛୁଇଁଲେ ଅନୁଭୁତ ହୁଏ

ଉଦାହରଣ : ଅଠାଳିଆ କାରଣରୁ ସେ ଚକୋଲେଟ ଖାଉନାହିଁ

ସମକକ୍ଷ : ଚିପ୍‌ଚିପା

किसी लसदार वस्तु का वह गुण जिसकी अनुभूति उसको छूने से होती है।

चिपचिप के कारण वह चाकलेट को नहीं खा रहा है।
चिपचिप, लसलस

ଅଠାଳିଆ   ବିଶେଷଣ

ଅର୍ଥ : ଯେଉଁଥିରୁ ଅଠା ବାହାରେ

ଉଦାହରଣ : ଏହି ଜଙ୍ଗଲରେ କିଛି ଅଠାଳିଆ ଗଛ ଅଛି

जिसमें से गोंद निकलता हो।

इस जंगल में कई गोंदीले पेड़ हैं।
गोंदीला