ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେସ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେସ୍   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାରର କୋମଳ,ଆକର୍ଷକ ଫିତା ଯାହାକି ସମାନ ଆକୃତିର ତିଆରି ହୋଇଥାଏ ଏବଂ କପଡ଼ାରେ ଶୋଭା ପାଇଁ ଲଗାଇଦିଆଯାଏ

ଉଦାହରଣ : ଏହି ଫ୍ରକରେ ଲଗାଯାଇଥିବା ଲେସ୍ ବହୁତ ସୁନ୍ଦର

ସମକକ୍ଷ : ଧଡ଼ି

एक तरह का मुलायम, आकर्षक फीता जिसमें समरूप आकृतियाँ बनी होती हैं और जो कपड़ों में शोभा के लिए लगाया जाता है।

इस फ़्राक में लगी लेस बहुत ही सुंदर है।
लेस, लैस

A delicate decorative fabric woven in an open web of symmetrical patterns.

lace

ଅର୍ଥ : ଜୋତା ବାନ୍ଧିବାର ଲେସ୍

ଉଦାହରଣ : ଫିତା ଖୋଲିକରି ପାଦକୁ ଅସୁବିଧାଜନକ ହେଲା

ସମକକ୍ଷ : ଫିତା

जूता बांधने का बंद।

फीता खुलकर पैर में उलझ गया।
फ़ीता, फीता, बंद, बंध, बन्द, बन्ध

A lace used for fastening shoes.

shoe lace, shoe string, shoelace, shoestring