ଅର୍ଥ : ଲୁଗାରେ ବୁଣାଯାଉଥିବା ଓସାରରେ ଚାଲୁଥିବା ସୂତା
ଉଦାହରଣ :
ଲୁଗାର ଠାଏଠାଏ ଧଡ଼ି ଛିଣ୍ଡିଗଲାଣି
ଅର୍ଥ : କୌଣସି ବସ୍ତୁ ଆଦିର ପ୍ରାନ୍ତର ଯେଉଁ ଭାଗଟି ସଜ୍ଜିତ ହୋଇଥାଏ
ଉଦାହରଣ :
ଏହି ଧୋତିର ଧଡ଼ି ଭାରି ବଢ଼ିଆ ଲାଗୁଛି
ସମକକ୍ଷ : ପାଡ଼ି
ଅର୍ଥ : ଗୋଟିଏ ପ୍ରକାରର କୋମଳ,ଆକର୍ଷକ ଫିତା ଯାହାକି ସମାନ ଆକୃତିର ତିଆରି ହୋଇଥାଏ ଏବଂ କପଡ଼ାରେ ଶୋଭା ପାଇଁ ଲଗାଇଦିଆଯାଏ
ଉଦାହରଣ :
ଏହି ଫ୍ରକରେ ଲଗାଯାଇଥିବା ଲେସ୍ ବହୁତ ସୁନ୍ଦର
ସମକକ୍ଷ : ଲେସ୍
ଅର୍ଥ : କପଡ଼ାର ଧଡ଼ିରେ ଯେଉଁ ଭାଗରେ ସିଲେଇ କରିବାପାଇଁ ମୋଡ଼ିକରି ଧରାଯାଏ
ଉଦାହରଣ :
ଧଡ଼ି କେଉଁଠି ମୋଟା ତ କେଉଁଠି ପତଳା ହୋଇଯାଇଛି
ସମକକ୍ଷ : ଧାର
ଅର୍ଥ : ଶାଢ଼ୀ, ଧୋତି ଆଦିର ଧଡ଼ି ଯାହା ଲମ୍ବରେ ଓ ଅନ୍ୟ ରଙ୍ଗର ସୁତାରେ ବୁଣା ହୋଇଥାଏ
ଉଦାହରଣ :
ସେ ଧୋତିର ଧଡ଼ି ଚିରି ବାହାର କରିଦେଲେ
ସମକକ୍ଷ : ପାଡ଼
ଅର୍ଥ : କପଡ଼ାଆଦିର ଧାରରେ ଅଙ୍କାହୋଇଥିବା ନମୂନା
ଉଦାହରଣ :
ଏହି ଚାଦରର ଧଡ଼ି କେତେ ସୁନ୍ଦର