ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫିତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫିତା   ବିଶେଷ୍ୟ

ଅର୍ଥ : ଯେଉଁ ଜିନିଷଦ୍ୱାରା କିଛି ବନ୍ଧାଯାଏ

ଉଦାହରଣ : ତାକୁ ଏପର୍ଯ୍ୟନ୍ତ ଜୋତାର ଫିତା ବାନ୍ଧିବା ଆସେନାହିଁ

वह चीज़ जिससे कुछ बाँधा जाए।

उपहार को बहुत सुंदर बंद से बाँधा गया है।
फ़ीता, फीता, बंद, बंध, बन्द, बन्ध

A long thin piece of cloth or paper as used for binding or fastening.

He used a piece of tape for a belt.
He wrapped a tape around the package.
tape

ଅର୍ଥ : କୌଣସି ବସ୍ତୁ ଗୁଡ଼େଇବା, ବାନ୍ଧିବାପାଇଁ ବିଶେଷ ପ୍ରକାର କନା ବା ପ୍ଲାଷ୍ଟିକର ଲମ୍ବା-ପତଳା ଖଣ୍ଡ

ଉଦାହରଣ : ଫ୍ରକ୍‌‌ରେ ଲଗାଯାଇଥିବା ରଙ୍ଗୀନ ଚମକୁଥିବା ଫିତା ସୁନ୍ଦର ଲାଗୁଛି

ସମକକ୍ଷ : ରିବନ

कोई वस्तु लपेटने, बाँधने आदि के लिए विशेष प्रकार के कपड़े या प्लास्टिक आदि की लम्बी पट्टी।

फ्रॉक में लगे रंगीन और चमकदार फ़ीते सुन्दर लग रहे हैं।
फ़ीता, फीता, रिबन

Notion consisting of a narrow strip of fine material used for trimming.

ribbon

ଅର୍ଥ : ଥଳିଆଦିକୁ ଟାଙ୍ଗିବାପାଇଁ ବା ଉଠାଇବାପାଇଁ ଏଥିରେ ଲାଗିଥିବା ଫିତା ବା ପଟି ପରି ବସ୍ତୁ

ଉଦାହରଣ : ଏହି ଝୁଲାର ଫିତା ଛିଣ୍ଡି ଗଲା

किसी वस्तु जैसे थैले आदि को टाँगने या उठाने के लिए उसमें लगा फीता या पट्टी आदि।

इस झोले का टँगना टूट गया है।
टँगना, टंगना, हैंडल, हैण्डल, हैन्डल

ଅର୍ଥ : ଜୋତା ବାନ୍ଧିବାର ଲେସ୍

ଉଦାହରଣ : ଫିତା ଖୋଲିକରି ପାଦକୁ ଅସୁବିଧାଜନକ ହେଲା

ସମକକ୍ଷ : ଲେସ୍

जूता बांधने का बंद।

फीता खुलकर पैर में उलझ गया।
फ़ीता, फीता, बंद, बंध, बन्द, बन्ध

A lace used for fastening shoes.

shoe lace, shoe string, shoelace, shoestring