ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୁଚିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୁଚିବା   କ୍ରିୟାପଦ

ଅର୍ଥ : ଭୟ, ସଙ୍କୋଚ, ଲଜ୍ଜାଆଦି କାରଣରୁ ଲୁଚିବା

ଉଦାହରଣ : ଚୋରି କରିବାପରେ ଶ୍ୟାମ ଘରେ ଲୁଚିଲା

ସମକକ୍ଷ : ଅନ୍ତର୍ହିତ ହେବା, ଛପିରହିବା

भय,संकोच,लज्जा आदि के कारण छिपना।

चोरी करने के बाद श्याम घर में दुबक गया।
दबकना, दुबकना

ଅର୍ଥ : ଆଖିରୁ ଅଦୃଶ୍ୟ ହେବା

ଉଦାହରଣ : ସୂର୍ଯ୍ୟ ମେଘ ଭିତରେ ଲୁଚିଗଲା

ସମକକ୍ଷ : ଛପିବା

आँखों से ओझल होना।

सूर्य बादल में छिप गया।
ग़ायब होना, गायब होना, छिपना, छुपना, लुकाना

ଅର୍ଥ : ଦେଖା ନ ଯିବାପାଇଁ ଆବରଣରେ ରହିବା

ଉଦାହରଣ : ବାଘ ବୁଦାରେ ଲୁଚିଗଲା

ସମକକ୍ଷ : ଛପିବା

दिखाई न पड़ने के लिए ओट में होना।

शेर झाड़ी में छिप गया है।
छिपना, छुपना, लुकाना