ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛପିରହିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛପିରହିବା   କ୍ରିୟାପଦ

ଅର୍ଥ : ଭୟ, ସଙ୍କୋଚ, ଲଜ୍ଜାଆଦି କାରଣରୁ ଲୁଚିବା

ଉଦାହରଣ : ଚୋରି କରିବାପରେ ଶ୍ୟାମ ଘରେ ଲୁଚିଲା

ସମକକ୍ଷ : ଅନ୍ତର୍ହିତ ହେବା, ଲୁଚିବା

भय,संकोच,लज्जा आदि के कारण छिपना।

चोरी करने के बाद श्याम घर में दुबक गया।
दबकना, दुबकना