ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତର୍ହିତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତର୍ହିତ ହେବା   କ୍ରିୟାପଦ

ଅର୍ଥ : ଭୟ, ସଙ୍କୋଚ, ଲଜ୍ଜାଆଦି କାରଣରୁ ଲୁଚିବା

ଉଦାହରଣ : ଚୋରି କରିବାପରେ ଶ୍ୟାମ ଘରେ ଲୁଚିଲା

ସମକକ୍ଷ : ଛପିରହିବା, ଲୁଚିବା

भय,संकोच,लज्जा आदि के कारण छिपना।

चोरी करने के बाद श्याम घर में दुबक गया।
दबकना, दुबकना