ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଗିରହିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଗିରହିବା   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ ଉପରେ ଆଉ କୌଣସି ବସ୍ତୁର ଚିହ୍ନ ବା ଦାଗ ପଡ଼ିବା

ଉଦାହରଣ : କପଡ଼ାରେ କାଳିଦାଗ ଲାଗି ରହିଗଲା

किसी वस्तु आदि पर किसी वस्तु आदि के चिह्न या धब्बे पड़ना।

स्याही ने कपड़े पर दाग छोड़ा।
छोड़ना

Produce or leave stains.

Red wine stains the table cloth.
stain

ଅର୍ଥ : କୌଣସି କାମରେ ଲାଗିବା

ଉଦାହରଣ : ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ମୋହିତ କାମରେ ବ୍ୟସ୍ତ ରହିଥିଲା

ସମକକ୍ଷ : ବ୍ୟସ୍ତରହିବା, ଲାଗିବା