ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଣ୍ଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଣ୍ଡା   ବିଶେଷ୍ୟ

ଅର୍ଥ : ହିନ୍ଦୁମାନଙ୍କ ଷୋଡ଼ଶ ସଂସ୍କାର ମଧ୍ୟରୁ ଏକ ସଂସ୍କାର ଯେଉଁଥିରେ ଶିଶୁର ମୁଣ୍ଡନ କରାଯାଏ

ଉଦାହରଣ : ସେ ବାରଣାସୀରେ ତାଙ୍କ ଶିଶୁର ମୁଣ୍ଡନ କରାଇଥିଲେ

ସମକକ୍ଷ : ମୁଣ୍ଡନ

ଅର୍ଥ : ବିଶେଷ କରି ଗାଈ ଓ ମଇଁଷିଙ୍କଠାରୁ ଏକା ଥରକେ ପଡ଼ୁଥିବା ଗୋବର

ଉଦାହରଣ : କୃଷକ ଗୁହାଳରେ ଗୋବର ଲଣ୍ଡା ଏକତ୍ର କରୁଛି

ସମକକ୍ଷ : ଗୋବର ଲଣ୍ଡା

एक बार में गिरनेवाला गोबर विशेषकर गाय, भैंस का।

किसान पशुशाला में चोथ एकत्र कर रहा है।
चोंथ, चोथ

Fecal matter of animals.

droppings, dung, muck

ଅର୍ଥ : ଖୁରଦ୍ୱାରା ମୁଣ୍ଡରୁ କେଶ ଅଲଗା କରିବା ପ୍ରକ୍ରିୟା

ଉଦାହରଣ : ଆମ ଜେଜେ ପ୍ରତ୍ୟେକ ପିତୃପକ୍ଷରେ ଲଣ୍ଡା ହୁଅନ୍ତି

ସମକକ୍ଷ : ମୁଣ୍ଡନ

उस्तरे से सिर के बाल साफ करने की क्रिया।

मेरे दादाजी प्रत्येक पितृपक्ष में अपना मुंडन करा लेते हैं।
आवपन, मुंडन

Shaving the crown of the head by priests or members of a monastic order.

tonsure

ଲଣ୍ଡା   ବିଶେଷଣ

ଅର୍ଥ : ଯାହାର ମୁଣ୍ଡରେ ବାଳ ନାହିଁ ବା ନଣ୍ଡା କରାଯାଇଥିବା

ଉଦାହରଣ : ସେ ଲଣ୍ଡା ବ୍ୟକ୍ତିର ମୁଣ୍ଡକୁ ବାରମ୍ବାର ମାରୁଥିଲା

ସମକକ୍ଷ : କେଶହୀନ, ଟାଙ୍ଗରା, ନଣ୍ଡା, ବାଳହୀନ

जिसके सिर के बाल मूड़ गए हों।

वह मुंडे व्यक्ति के सर पर बार-बार मार रहा था।
केशहीन, मुंडा, मुड़ा हुआ

Having no hair or fur.

A Mexican Hairless is about the size of a fox terrier and hairless except for a tufts on the head and tail.
hairless

ଅର୍ଥ : ଯାହା ମୁଣ୍ଡର ବାଳ ଝଡ଼ିଯାଇଛି

ଉଦାହରଣ : କିଛି ଚନ୍ଦା ବ୍ୟକ୍ତି କୃତ୍ରିମ ବାଳ ପ୍ରୟୋଗ କରନ୍ତି

ସମକକ୍ଷ : କେଶହୀନ, ଚନ୍ଦା, ନଣ୍ଡା, ବାଳହୀନ

जिसके सिर के बाल झड़ गये हों।

कुछ गंजे व्यक्ति कृत्रिम बाल का प्रयोग करते हैं।
केशहीन, खल्वाट, गंजा, गंजू, चँदला, चंदला, टकला, टक्कल, विकेश

Lacking hair on all or most of the scalp.

A bald pate.
A bald-headed gentleman.
bald, bald-headed, bald-pated