ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କେଶହୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କେଶହୀନ   ବିଶେଷଣ

ଅର୍ଥ : ଯାହାର ମୁଣ୍ଡରେ ବାଳ ନାହିଁ ବା ନଣ୍ଡା କରାଯାଇଥିବା

ଉଦାହରଣ : ସେ ଲଣ୍ଡା ବ୍ୟକ୍ତିର ମୁଣ୍ଡକୁ ବାରମ୍ବାର ମାରୁଥିଲା

ସମକକ୍ଷ : ଟାଙ୍ଗରା, ନଣ୍ଡା, ବାଳହୀନ, ଲଣ୍ଡା

जिसके सिर के बाल मूड़ गए हों।

वह मुंडे व्यक्ति के सर पर बार-बार मार रहा था।
केशहीन, मुंडा, मुड़ा हुआ

Having no hair or fur.

A Mexican Hairless is about the size of a fox terrier and hairless except for a tufts on the head and tail.
hairless

ଅର୍ଥ : ଯାହା ମୁଣ୍ଡର ବାଳ ଝଡ଼ିଯାଇଛି

ଉଦାହରଣ : କିଛି ଚନ୍ଦା ବ୍ୟକ୍ତି କୃତ୍ରିମ ବାଳ ପ୍ରୟୋଗ କରନ୍ତି

ସମକକ୍ଷ : ଚନ୍ଦା, ନଣ୍ଡା, ବାଳହୀନ, ଲଣ୍ଡା

जिसके सिर के बाल झड़ गये हों।

कुछ गंजे व्यक्ति कृत्रिम बाल का प्रयोग करते हैं।
केशहीन, खल्वाट, गंजा, गंजू, चँदला, चंदला, टकला, टक्कल, विकेश

Lacking hair on all or most of the scalp.

A bald pate.
A bald-headed gentleman.
bald, bald-headed, bald-pated