ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚନ୍ଦା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚନ୍ଦା   ବିଶେଷ୍ୟ

ଅର୍ଥ : ମୁଣ୍ଡରୁ ବାଳ ଝଡ଼ିଯିବାର ଅବସ୍ଥା

ଉଦାହରଣ : ଚନ୍ଦା ହେତୁ ସେ ନିଜ ବୟସ ଠାରୁ ବୟସ୍କ ଦିଶୁଛନ୍ତି

गंजा होने की अवस्था या भाव।

गंजेपन के कारण वह अपनी उम्र से अधिक का लगता है।
गंजापन

The condition of having no hair on the top of the head.

baldness, phalacrosis

ଅର୍ଥ : ମୁଣ୍ଡର ମଧ୍ୟ ଭାଗ

ଉଦାହରଣ : କେଶ ଝଡ଼ିବା କାରଣରୁ ଜମିଦାର ଚନ୍ଦା ଦିଶିଲେ

खोपड़ी का मध्य भाग।

बाल झड़ने के कारण सेठजी की चाँद दिखने लगी है।
चँदिया, चाँद

ଅର୍ଥ : ଯାହାଙ୍କ ମୁଣ୍ଡବାଳ ଝଡ଼ି ଯାଇଛି

ଉଦାହରଣ : ସର୍କସରେ ଜଣେ ଚନ୍ଦାଲୋକ ସମସ୍ତଙ୍କ ମନୋରଞ୍ଜନ କରୁଥିଲା

ସମକକ୍ଷ : ଚନ୍ଦାଲୋକ

वह जिसके सिर के बाल झड़ गये हों।

सर्कस में एक गंजा सबका मनोरंजन कर रहा था।
खल्वाट, गंजा, गंजू, चँदला, चाँदीला, टकला, टक्कल

ଚନ୍ଦା   ବିଶେଷଣ

ଅର୍ଥ : ଯାହା ମୁଣ୍ଡର ବାଳ ଝଡ଼ିଯାଇଛି

ଉଦାହରଣ : କିଛି ଚନ୍ଦା ବ୍ୟକ୍ତି କୃତ୍ରିମ ବାଳ ପ୍ରୟୋଗ କରନ୍ତି

ସମକକ୍ଷ : କେଶହୀନ, ନଣ୍ଡା, ବାଳହୀନ, ଲଣ୍ଡା

जिसके सिर के बाल झड़ गये हों।

कुछ गंजे व्यक्ति कृत्रिम बाल का प्रयोग करते हैं।
केशहीन, खल्वाट, गंजा, गंजू, चँदला, चंदला, टकला, टक्कल, विकेश

Lacking hair on all or most of the scalp.

A bald pate.
A bald-headed gentleman.
bald, bald-headed, bald-pated