ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୀପରୁଖା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୀପରୁଖା   ବିଶେଷ୍ୟ

ଅର୍ଥ : କାଠ ବା ଧାତୁର ଏକ ଆଧାର ଯାହାଉପରେ ଦୀପ ରଖି ଜଳାହୁଏ

ଉଦାହରଣ : ସୀତା ଦୀପ ଜାଳି ରୁଖାଉପରେ ରଖିଦେଲା

ସମକକ୍ଷ : ଦୀପାଧାର, ରୁଖା

लकड़ी या धातु का वह आधार जिसपर रखकर दीया जलाते हैं।

सीता ने दीया जलाकर दीयट पर रख दिया।
अश्मंतक, अश्मन्तक, चिरागदान, दीअट, दीपाधार, दीयट, दीवट, दीवाधार, पीलसोज, पीलसोट