ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୁଆ   ବିଶେଷ୍ୟ

ଅର୍ଥ : ମଞ୍ଜି ବା ଛୋଟ ଗଛଆଦିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଲଗାଇବା ପ୍ରକ୍ରିୟା

ଉଦାହରଣ : ସେ ଧାନ ରୋପଣ ନିମନ୍ତେ କ୍ଷେତରେ ପାଣି ଭରୁଛି

ସମକକ୍ଷ : ପୋତା, ରୋପଣ

बीज या पौधे आदि एक स्थान से लाकर दूसरे स्थान पर लगाने की क्रिया।

वह धान की रोपाई करने के लिए खेत को पानी से भर रहा है।
आरोप, आवपन, रुपाई, रोपण, रोपनी, रोपाई

The act of removing something from one location and introducing it in another location.

The transplant did not flower until the second year.
Too frequent transplanting is not good for families.
She returned to Alabama because she could not bear transplantation.
transplant, transplantation, transplanting

ଅର୍ଥ : ଗଛଲତା ବା ସେଗୁଡିକର ଅଙ୍ଗରେ ମିଳୁଥିବା ତନ୍ତୁଭଳି ଅଂଶ

ଉଦାହରଣ : ମଞ୍ଜିଉପରେ ଥିବା ଆଁଶୁ ସେଗୁଡ଼ିକର ସ୍ଥାନାନ୍ତରଣରେ ସହାୟକ ହୋଇଥାଏ

ସମକକ୍ଷ : ଆଁଶୁ, ରୁମ

वनस्पतियों या उनके भागों पर पाया जानेवाला रेशेदार भाग।

बीजों पर पाये जानेवाले रोएँ उनके वितरण में सहायक होते हैं।
रोंआँ, रोआँ, रोम, रोयाँ

Filamentous hairlike growth on a plant.

Peach fuzz.
fuzz, hair, tomentum