ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରୁମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରୁମ   ବିଶେଷ୍ୟ

ଅର୍ଥ : ଗଛଲତା ବା ସେଗୁଡିକର ଅଙ୍ଗରେ ମିଳୁଥିବା ତନ୍ତୁଭଳି ଅଂଶ

ଉଦାହରଣ : ମଞ୍ଜିଉପରେ ଥିବା ଆଁଶୁ ସେଗୁଡ଼ିକର ସ୍ଥାନାନ୍ତରଣରେ ସହାୟକ ହୋଇଥାଏ

ସମକକ୍ଷ : ଆଁଶୁ, ରୁଆ

वनस्पतियों या उनके भागों पर पाया जानेवाला रेशेदार भाग।

बीजों पर पाये जानेवाले रोएँ उनके वितरण में सहायक होते हैं।
रोंआँ, रोआँ, रोम, रोयाँ

Filamentous hairlike growth on a plant.

Peach fuzz.
fuzz, hair, tomentum

ଅର୍ଥ : ଶରୀରର ଅଧିକ କ୍ଷୁଦ୍ର ଓ ପତଳା ବାଳ

ଉଦାହରଣ : ଭୟ ଯୋଗୁଁ ଶ୍ୟାମର ଲୋମ ଟାଙ୍କୁରି ଉଠିଲା

ସମକକ୍ଷ : ବାଳ, ଲୋମ

शरीर पर के बहुत छोटे और पतले बाल।

भय के कारण श्याम के रोएँ खड़े हो गये।
तनुरुह, तनूरुह, तनोज, तनौज, रोंआँ, रोंगटा, रोआँ, रोम, रोयाँ, लोम

Any of the cylindrical filaments characteristically growing from the epidermis of a mammal.

There is a hair in my soup.
hair, pilus