ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରସୁଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରସୁଣ   ବିଶେଷ୍ୟ

ଅର୍ଥ : ଗୋଟିଏ ଗଛର କନ୍ଦ ଯାହା ମସଲା କାମରେ ଆସେ

ଉଦାହରଣ : ସୀତା ତରକାରି ଛୁଙ୍କିବା ପାଇଁ ଲଙ୍କା, ରସୁଣ ଆଦି କାଟୁଛି

एक पौधे का कंद जो मसाले के काम में आता है।

सीता सब्जी छौंकने के लिए मिर्च, लहसुन आदि काट रही है।
अरिष्ट, उग्रगंध, उग्रगन्ध, कटुकंद, कटुकन्द, भूतघ्न, मुखदूषी, म्लेच्छकंद, म्लेच्छकन्द, यवनेष्ट, रसायनवर, लहसुन, शुद्धिकंद, शुद्धिकन्द

Aromatic bulb used as seasoning.

ail, garlic

ଅର୍ଥ : ଯେଉଁ ଗଛର ମୂଳ ମସଲା ରୂପେ ବ୍ୟବହୃତ ହୁଏ

ଉଦାହରଣ : ସେ ଚଟଣୀ ତିଆରି କରିବାପାଇଁ ବିଲରୁ କଞ୍ଚା ରସୁଣ ଉପାଡ଼ି ଆଣିଲେ

एक पौधा जिसकी जड़ मसाले के काम में आती है।

उसने चटनी बनाने के लिए खेत में से हरा लहसुन उखाड़ा।
अरिष्ट, कटुकंद, कटुकन्द, भूतघ्न, म्लेच्छकंद, म्लेच्छकन्द, यवनेष्ट, रसायनवर, लहसुन, शुद्धिकंद, शुद्धिकन्द

Bulbous herb of southern Europe widely naturalized. Bulb breaks up into separate strong-flavored cloves.

allium sativum, garlic