ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗ୍ରୀଷ୍ମ ପ୍ରଧାନ ଦେଶରେ ମିଳୁଥିବା ଏକ ବଡ଼ ଚିରହରିତ ଗଛ ଯାହାର ରସାଳ ଫଳ ଖିଆଯାଏ ବା ଚୋଷାଯାଏ
ଉଦାହରଣ : ଆମ୍ବ କାଠ ସାଜସଜ୍ଜା ବସ୍ତୁ ତିଆରିପାଇଁ ବ୍ୟବହାର କରାଯାଏ
ସମକକ୍ଷ : ଆମ୍ବ, ଆମ୍ର, ଚୂତ
गर्म देशों में पाया जाने वाला एक बड़ा, सदाबहार पेड़ जिसके रसीले फल खाए या चूसे जाते हैं।
Large evergreen tropical tree cultivated for its large oval fruit.
ଅର୍ଥ : ଗୋଟିଏ ଫଳ ଯାହା ଚୋଷି ଖିଆଯାଏ
ଉଦାହରଣ : ଶୁଆ ଗଛ ଉପରେ ବସି ଆମ୍ବ ଖାଉଛି ଶାସ୍ତ୍ରରେ ଆମ୍ବକୁ ଇନ୍ଦ୍ରାସନୀ ଫଳ ବୋଲି କୁହାଯାଇଛି
ସମକକ୍ଷ : ଆଂବ, ଆମ୍ବ, ଚୂତ
एक फल जो खाया या चूसा जाता है।
Large oval tropical fruit having smooth skin, juicy aromatic pulp, and a large hairy seed.
ଅର୍ଥ : ଯାହା ରସରେ ଭରା
ଉଦାହରଣ : ଆମ୍ବ ଏକ ରସୁଆଳ ଫଳ
ସମକକ୍ଷ : ରସଦାର, ରସପୂର୍ଣ୍ଣ, ରସୁଆଳ
जो रस अर्थात् जल या किसी अन्य द्रव पदार्थ से भरा हो।
Full of juice.
ସଂସ୍ଥାପନ କରନ୍ତୁ