ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆମ୍ବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆମ୍ବ   ବିଶେଷ୍ୟ

ଅର୍ଥ : ଗ୍ରୀଷ୍ମ ପ୍ରଧାନ ଦେଶରେ ମିଳୁଥିବା ଏକ ବଡ଼ ଚିରହରିତ ଗଛ ଯାହାର ରସାଳ ଫଳ ଖିଆଯାଏ ବା ଚୋଷାଯାଏ

ଉଦାହରଣ : ଆମ୍ବ କାଠ ସାଜସଜ୍ଜା ବସ୍ତୁ ତିଆରିପାଇଁ ବ୍ୟବହାର କରାଯାଏ

ସମକକ୍ଷ : ଆମ୍ର, ଚୂତ, ରସାଳ

Large evergreen tropical tree cultivated for its large oval fruit.

mangifera indica, mango, mango tree

ଅର୍ଥ : ଗୋଟିଏ ଫଳ ଯାହା ଚୋଷି ଖିଆଯାଏ

ଉଦାହରଣ : ଶୁଆ ଗଛ ଉପରେ ବସି ଆମ୍ବ ଖାଉଛି ଶାସ୍ତ୍ରରେ ଆମ୍ବକୁ ଇନ୍ଦ୍ରାସନୀ ଫଳ ବୋଲି କୁହାଯାଇଛି

ସମକକ୍ଷ : ଆଂବ, ଚୂତ, ରସାଳ

एक फल जो खाया या चूसा जाता है।

तोता पेड़ पर बैठकर आम खा रहा है।
शास्त्रों ने आम को इंद्रासनी फल की संज्ञा दी है।
अंब, अम्ब, आँब, आंब, आम, आम्र, कामशर, कामांग, कामायुध, केशवायुध, च्यूत, प्रियांबु, प्रियाम्बु, रसाल

Large oval tropical fruit having smooth skin, juicy aromatic pulp, and a large hairy seed.

mango

ଅର୍ଥ : ଯେଉଁ ରୋଗରେ ଶରୀରରୁ ବାରମ୍ବାର ଚିକ୍କଣ, ଧଳା ଅଠାଳିଆ ମଳ ବାହାରେ

ଉଦାହରଣ : ଆମାତିସାର ପୀଡ଼ିତ ବ୍ୟକ୍ତିକୁ ବାରମ୍ବାର ଶୌଚାଳୟକୁ ଯିବାକୁ ପଡ଼େ

ସମକକ୍ଷ : ଆମାତିସାର

एक रोग जिसमें शरीर से चिकना, सफ़ेद, लसदार मल बार-बार निकलता है।

आँव से पीड़ित व्यक्ति को बार-बार शौचालय जाना पड़ता है।
आँव, आम, आमातिसार