ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆମ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆମ୍ର   ବିଶେଷ୍ୟ

ଅର୍ଥ : ଗ୍ରୀଷ୍ମ ପ୍ରଧାନ ଦେଶରେ ମିଳୁଥିବା ଏକ ବଡ଼ ଚିରହରିତ ଗଛ ଯାହାର ରସାଳ ଫଳ ଖିଆଯାଏ ବା ଚୋଷାଯାଏ

ଉଦାହରଣ : ଆମ୍ବ କାଠ ସାଜସଜ୍ଜା ବସ୍ତୁ ତିଆରିପାଇଁ ବ୍ୟବହାର କରାଯାଏ

ସମକକ୍ଷ : ଆମ୍ବ, ଚୂତ, ରସାଳ

Large evergreen tropical tree cultivated for its large oval fruit.

mangifera indica, mango, mango tree