ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରତି   ବିଶେଷ୍ୟ

ଅର୍ଥ : ସ୍ତ୍ରୀ ଆଦିଙ୍କ ସହିତ ପୁରୁଷ ଆଦିଙ୍କ ସମାଗମ

ଉଦାହରଣ : ଅନୁଚିତ ମୈଥୁନ କେତେ ପ୍ରକାରର ରୋଗକୁ ଜନ୍ମ ଦିଏବ୍ରହ୍ମଚାରୀ ମୈଥୁନ ଠାରୁ ଦୂରରେ ରହନ୍ତି

ସମକକ୍ଷ : ଅନଂଗ-କ୍ରୀଡ଼ା, ଅନଙ୍ଗ-କ୍ରୀଡ଼ା, କେଳି, ନିଧୁବନ, ମିଥୁନ, ମୈଥୁନ, ରତିକ୍ରିୟା, ସଂଗମ, ସଂଭୋଗ, ସଙ୍ଗମ, ସମ୍ଭୋଗ, ସହବାସ

Activities associated with sexual intercourse.

They had sex in the back seat.
sex, sex activity, sexual activity, sexual practice

ଅର୍ଥ : କାମଦେବଙ୍କ ପତ୍ନୀ

ଉଦାହରଣ : ରତି ବହୁତ ରୂପବତୀ ଥିବା ବିଶ୍ୱାସ କରାଯାଏ

ସମକକ୍ଷ : ମନ୍ମଥପ୍ରିୟା, ରତିଦେବୀ

कामदेव की पत्नी।

रति बहुत रूपवती मानी गयी हैं।
मन्मथप्रिया, रति, रति देवी, रती, रागलता, रेवा, शुभांगी

A female deity.

goddess

ଅର୍ଥ : ଆଠଟି ଚାଉଳ ବା କୋଡ଼ିଏଟି ଘୁଘୁଚିଆର ତଉଲ

ଉଦାହରଣ : ଆଠ ରତିରେ ଏକ ମଶା ହୁଏ

आठ चावल या बीस घुँघची की तौल।

आठ रत्ती का एक माशा होता है।
रत्ती