ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଥୁନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଥୁନ   ବିଶେଷ୍ୟ

ଅର୍ଥ : ସ୍ତ୍ରୀ ଆଦିଙ୍କ ସହିତ ପୁରୁଷ ଆଦିଙ୍କ ସମାଗମ

ଉଦାହରଣ : ଅନୁଚିତ ମୈଥୁନ କେତେ ପ୍ରକାରର ରୋଗକୁ ଜନ୍ମ ଦିଏବ୍ରହ୍ମଚାରୀ ମୈଥୁନ ଠାରୁ ଦୂରରେ ରହନ୍ତି

ସମକକ୍ଷ : ଅନଂଗ-କ୍ରୀଡ଼ା, ଅନଙ୍ଗ-କ୍ରୀଡ଼ା, କେଳି, ନିଧୁବନ, ମୈଥୁନ, ରତି, ରତିକ୍ରିୟା, ସଂଗମ, ସଂଭୋଗ, ସଙ୍ଗମ, ସମ୍ଭୋଗ, ସହବାସ

Activities associated with sexual intercourse.

They had sex in the back seat.
sex, sex activity, sexual activity, sexual practice

ଅର୍ଥ : ସୌର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ସୂର୍ଯ୍ୟ ମିଥୁନରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ଚନ୍ଦ୍ର ମିଥୁନରାଶିରେ ଥାଏ

ଉଦାହରଣ : ମିଥୁନ ରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଟିକିଏ କଷ୍ଟଦାୟକ

ସମକକ୍ଷ : ମିଥୁନ ରାଶି

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मिथुनराशि में हो।

मिथुनराशिवालों के लिए यह वर्ष थोड़ा कष्टमय है।
मिथुन राशिवाला, मिथुनराशिवाला

(astrology) a person who is born while the sun is in Gemini.

gemini, twin

ଅର୍ଥ : ଜ୍ୟୋତିଷ ଶାସ୍ତ୍ରର ଦ୍ୱାଦଶ ରାଶି ମଧ୍ୟରୁ ତୃତୀୟ ରାଶି

ଉଦାହରଣ : ଏ ବର୍ଷ ମିଥୁନରାଶି ଲୋକଙ୍କପାଇଁ ଅନୁକୂଳ

ସମକକ୍ଷ : ମିଥୁନରାଶି

ज्योतिष में बारह राशियों में से तीसरी राशि।

यह साल मिथुन राशि के लोगों के अनुकूल है।
मिथुन, मिथुन राशि, मिथुनराशि

The third sign of the zodiac. The sun is in this sign from about May 21 to June 20.

gemini, gemini the twins, twins

ଅର୍ଥ : ପୋଖରୀ କୂଳରେ ରହୁଥୁବା ଗୋଟିଏ ପ୍ରକାରର ପକ୍ଷୀ

ଉଦାହରଣ : କ୍ରୌଞ୍ଚ ଯୁଗଳଙ୍କ ଦୁଃଖଦ ମୃତ୍ୟୁ ଦେଖି ବାଲ୍ମିକୀଙ୍କ ମୁଁହରୁ ଆପେ ଆପେ କାବ୍ୟ ଫୁଟି ଉଠିଲା

ସମକକ୍ଷ : କ୍ରୌଞ୍ଚ, କ୍ରୌଞ୍ଚ ମିଥୁନ, ବଗ

जलाशयों के किनारे रहनेवाला एक प्रकार का पक्षी।

क्रौंच जोड़ों का दुखद प्राणांत देखकर वाल्मीकि के मुख से अनायास ही काव्य फूट पड़ा।
कालीक, कुररी, कुराँकुर, कूँज, क्रौंच

Small slender gull having narrow wings and a forked tail.

tern