ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଗମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଗମ   ବିଶେଷ୍ୟ

ଅର୍ଥ : ସ୍ତ୍ରୀ ଆଦିଙ୍କ ସହିତ ପୁରୁଷ ଆଦିଙ୍କ ସମାଗମ

ଉଦାହରଣ : ଅନୁଚିତ ମୈଥୁନ କେତେ ପ୍ରକାରର ରୋଗକୁ ଜନ୍ମ ଦିଏବ୍ରହ୍ମଚାରୀ ମୈଥୁନ ଠାରୁ ଦୂରରେ ରହନ୍ତି

ସମକକ୍ଷ : ଅନଂଗ-କ୍ରୀଡ଼ା, ଅନଙ୍ଗ-କ୍ରୀଡ଼ା, କେଳି, ନିଧୁବନ, ମିଥୁନ, ମୈଥୁନ, ରତି, ରତିକ୍ରିୟା, ସଂଭୋଗ, ସଙ୍ଗମ, ସମ୍ଭୋଗ, ସହବାସ

Activities associated with sexual intercourse.

They had sex in the back seat.
sex, sex activity, sexual activity, sexual practice

ଅର୍ଥ : ଯେଉଁଠି ଦୁଇ ବା ଦୁଇରୁ ଅଧିକ ନଦୀର ମିଳନ ହୋଇଛି

ଉଦାହରଣ : ପ୍ରୟାଗଠାରେ ଗଂଗା, ଯମୁନା, ଓ ସରସ୍ୱତୀର ସଂଗମ ହୋଇଛି

ସମକକ୍ଷ : ତ୍ରିବେଣୀ ସଂଗମ, ମହାସଙ୍ଗମ

जहाँ दो या दो से अधिक नदियाँ मिलती हैं।

प्रयाग में गंगा, यमुना और सरस्वती का संगम है।
संगम, सङ्गम

A place where things merge or flow together (especially rivers).

Pittsburgh is located at the confluence of the Allegheny and Monongahela rivers.
confluence, meeting