ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଣବୀର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଣବୀର   ବିଶେଷ୍ୟ

ଅର୍ଥ : ଯୁଦ୍ଧ କ୍ଷେତ୍ରରେ ବୀରତ୍ୱପୂର୍ବକ ଯୁଦ୍ଧ କରୁଥିବା ଯୋଦ୍ଧା

ଉଦାହରଣ : ସମର ଭୂମି ରଣବୀରମାନଙ୍କ ରକ୍ତରେ ରଞ୍ଜିତ ହୋଇଥିଲା

ସମକକ୍ଷ : ମହାବୀର, ଯୁଦ୍ଧବୀର

युद्ध क्षेत्र में वीरतापूर्वक लड़नेवाला योद्धा।

समर भूमि रणवीरों के खून से रंग गयी थी।
युद्धवीर, रणधीर, रणवीर

ରଣବୀର   ବିଶେଷଣ

ଅର୍ଥ : ଯୁଦ୍ଧ କ୍ଷେତ୍ରରେ ବୀରତ୍ୱପୂର୍ବକ ଯୁଦ୍ଧ କରୁଥିବା ଲୋକ

ଉଦାହରଣ : ରଣବୀର ଲୋକ ରଣଭୂମିରେ କେବେବି ପଛାଏ ନାହିଁ

ସମକକ୍ଷ : ଯୁଦ୍ଧବୀର

युद्ध क्षेत्र में वीरतापूर्वक लड़नेवाला।

रणवीर व्यक्ति युद्धभूमि में कभी पीठ नहीं दिखाते।
युद्धवीर, रणधीर, रणवीर