ଅର୍ଥ : ରଙ୍ଗକରିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ମୁଁ ରଙ୍ଗାଜୀବଦ୍ୱାରା ଦୁଇମିଟର କନା ରଙ୍ଗାଇଲି
ସମକକ୍ଷ : ରଙ୍ଗକରାଇବା, ରଙ୍ଗାଇବା, ରଞ୍ଜିତକରାଇବା
ଅର୍ଥ : ଚିତ୍ର ଆଦିରେ ରଙ୍ଗ ଲଗାଇବା
ଉଦାହରଣ :
ଆମ୍ବକୁ ହଳଦିଆ ରଙ୍ଗରେ ରଙ୍ଗାଅ
ସମକକ୍ଷ : ରଙ୍ଗକରିବା, ରଙ୍ଗଲଗାଇବା, ରଙ୍ଗାଇବା