ଅର୍ଥ : ରଙ୍ଗକରିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ମୁଁ ରଙ୍ଗାଜୀବଦ୍ୱାରା ଦୁଇମିଟର କନା ରଙ୍ଗାଇଲି
ସମକକ୍ଷ : ରଙ୍ଗକରାଇବା, ରଙ୍ଗେଇବା, ରଞ୍ଜିତକରାଇବା
ଅର୍ଥ : ଅନ୍ୟ କାହାଦ୍ୱାରା ରଙ୍ଗକରିବାକାମ କରାଇବା
ଉଦାହରଣ :
ସେ ତାଙ୍କ ଘରକୁ ଚାକରଙ୍କଦ୍ୱାରା ରଙ୍ଗାଇଲେ
ସମକକ୍ଷ : ରଙ୍ଗକରାଇବା, ରଞ୍ଜାଇବା, ରଞ୍ଜିତ କରାଇବା
ଅର୍ଥ : ଚିତ୍ର ଆଦିରେ ରଙ୍ଗ ଲଗାଇବା
ଉଦାହରଣ :
ଆମ୍ବକୁ ହଳଦିଆ ରଙ୍ଗରେ ରଙ୍ଗାଅ
ସମକକ୍ଷ : ରଙ୍ଗକରିବା, ରଙ୍ଗଲଗାଇବା, ରଙ୍ଗେଇବା
ଅର୍ଥ : କୌଣସି ବସ୍ତୁକୁ ଗୋଳାହୋଇଥିବା ରଙ୍ଗରେ ମଡ଼େଇ ବା ବୁଡ଼େଇ ରଙ୍ଗୀନ କରିବା
ଉଦାହରଣ :
ଜେଜେମା ଧୋତି ରଙ୍ଗାଉଛନ୍ତି