ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଙ୍ଗକରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଙ୍ଗକରାଇବା   କ୍ରିୟାପଦ

ଅର୍ଥ : ରଙ୍ଗକରିବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମୁଁ ରଙ୍ଗାଜୀବଦ୍ୱାରା ଦୁଇମିଟର କନା ରଙ୍ଗାଇଲି

ସମକକ୍ଷ : ରଙ୍ଗାଇବା, ରଙ୍ଗେଇବା, ରଞ୍ଜିତକରାଇବା

रंगने का काम दूसरे से करवाना।

मैंने रंगरेज से दो मीटर कपड़ा रँगवाया।
रँगवाना, रँगाना, रंगवाना, रंगाना, रङ्गवाना, रङ्गाना

Color with dye.

Please dye these shoes.
dye

ଅର୍ଥ : ଅନ୍ୟ କାହାଦ୍ୱାରା ରଙ୍ଗକରିବାକାମ କରାଇବା

ଉଦାହରଣ : ସେ ତାଙ୍କ ଘରକୁ ଚାକରଙ୍କଦ୍ୱାରା ରଙ୍ଗାଇଲେ

ସମକକ୍ଷ : ରଙ୍ଗାଇବା, ରଞ୍ଜାଇବା, ରଞ୍ଜିତ କରାଇବା

पोतने का काम दूसरे से करवाना।

उसने अपने घर को नौकरों से पोताया।
पुतवाना, पुताना, पोतवाना, पोताना