ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିପଦପୂର୍ଣ୍ଣ ଜିନିଷର ସମାପ୍ତିପାଇଁ କରାଯାଉଥିବା ସମ୍ମିଳିତ ଅଭିଯାନ
ଉଦାହରଣ : ସେ ଦାରିଦ୍ର ବିରୁଦ୍ଧରେ ଯୁଦ୍ଧ ଡାକରା ଦେଇଛିଆମର ଆତଙ୍କବାଦ ବିରୁଦ୍ଧରେ ଏକ ଯୁଦ୍ଧ ଡାକରା ଦେବା ଆବଶ୍ୟକ
वह जो खतरनाक हो उसकी समाप्ति के लिए एक सम्मिलित अभियान।
A concerted campaign to end something that is injurious.
ଅର୍ଥ : ଶତ୍ରୁତା ଯୋଗୁଁ ଦୁଇ ଦଳ ମଧ୍ୟରେ ହତିଆର ସାହାଯ୍ୟରେ କରାଯାଉଥିବା ଲଢ଼େଇ
ଉଦାହରଣ : ମହାଭାରତ ଯୁଦ୍ଧ ଅଠର ଦିନ ପର୍ଯ୍ୟନ୍ତ ଚାଲିଥିଲା
ସମକକ୍ଷ : କନ୍ଦଳ, ଝଗଡ଼ା, ରଣ, ଲଢ଼ାଇ, ସଂଗ୍ରାମ, ସମର
शत्रुतावश दो दलों के बीच हथियारों से की जाने वाली लड़ाई।
The waging of armed conflict against an enemy.
ସଂସ୍ଥାପନ କରନ୍ତୁ