ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋହିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋହିତ   ବିଶେଷଣ

ଅର୍ଥ : ମୋହ ବା ଭ୍ରମରେ ପଡ଼ିବା

ଉଦାହରଣ : ଭଗବାନଙ୍କର ମୋହିନୀ ରୂପ ଦେଖିକରି ନାରଦ ମୋହିତ ହୋଇଗଲେ

ସମକକ୍ଷ : ଅଭିମୂର୍ଚ୍ଚିତ, ବଶୀକୃତ, ବଶୀଭୂତ, ମୁଗ୍ଧ

मोह या भ्रम में पड़ा हुआ।

भगवान का मोहिनी रूप देखकर नारद मोहित हो गए।
अभिमूर्छित, परिप्त, मुग्ध, मोहित, वशीकृत, वशीभूत

Having your attention fixated as though by a spell.

fascinated, hypnotised, hypnotized, mesmerised, mesmerized, spell-bound, spellbound, transfixed

ଅର୍ଥ : କାହାପ୍ରତି ଅତ୍ୟଧିକ ଅନୁରକ୍ତ ହେବା

ଉଦାହରଣ : ସାଂସାରିକ ବସ୍ତୁଗୁଡ଼ିକ ମନକୁ ଆସକ୍ତ କରି କ୍ଷଣିକ ସୁଖ ପ୍ରଦାନକରେ

ସମକକ୍ଷ : ଆସକ୍ତ, ମୁଗ୍ଧ

किसी के प्रति अत्यधिक अनुरक्त।

सांसारिक वस्तुओं के प्रति आसक्त मन क्षणिक सुख पाता है।
अनुषंगी, आसक्त, फ़िदा, फिदा, मुग्ध, मोहित

Compulsively or physiologically dependent on something habit-forming.

She is addicted to chocolate.
Addicted to cocaine.
addicted