ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଶୀଭୂତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଶୀଭୂତ   ବିଶେଷଣ

ଅର୍ଥ : ମୋହ ବା ଭ୍ରମରେ ପଡ଼ିବା

ଉଦାହରଣ : ଭଗବାନଙ୍କର ମୋହିନୀ ରୂପ ଦେଖିକରି ନାରଦ ମୋହିତ ହୋଇଗଲେ

ସମକକ୍ଷ : ଅଭିମୂର୍ଚ୍ଚିତ, ବଶୀକୃତ, ମୁଗ୍ଧ, ମୋହିତ

मोह या भ्रम में पड़ा हुआ।

भगवान का मोहिनी रूप देखकर नारद मोहित हो गए।
अभिमूर्छित, परिप्त, मुग्ध, मोहित, वशीकृत, वशीभूत

Having your attention fixated as though by a spell.

fascinated, hypnotised, hypnotized, mesmerised, mesmerized, spell-bound, spellbound, transfixed

ଅର୍ଥ : ଯାହାଙ୍କୁ ମନ୍ତ୍ର-ତନ୍ତ୍ରଆଦି ଦ୍ୱାରା ବଶ କରାଯାଇଛି

ଉଦାହରଣ : ତାନ୍ତ୍ରିକ ନିଜଦ୍ୱାରା ବଶୀଭୂତ ବ୍ୟକ୍ତିଙ୍କଦ୍ୱାରା ମନଇଚ୍ଛା କାମ କରାଉଛି

ସମକକ୍ଷ : ବଶୀକୃତ

जिसे मंत्र-तंत्र आदि के द्वारा वश में किया गया हो।

तांत्रिक अपने वशीकृत व्यक्ति से मनचाहे काम करवा रहा है।
अभिभूत, वशीकृत, वशीभूत