ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମୋହ ବା ଭ୍ରମରେ ପଡ଼ିବା
ଉଦାହରଣ : ଭଗବାନଙ୍କର ମୋହିନୀ ରୂପ ଦେଖିକରି ନାରଦ ମୋହିତ ହୋଇଗଲେ
ସମକକ୍ଷ : ଅଭିମୂର୍ଚ୍ଚିତ, ବଶୀଭୂତ, ମୁଗ୍ଧ, ମୋହିତ
मोह या भ्रम में पड़ा हुआ।
Having your attention fixated as though by a spell.
ଅର୍ଥ : ଯାହାଙ୍କୁ ମନ୍ତ୍ର-ତନ୍ତ୍ରଆଦି ଦ୍ୱାରା ବଶ କରାଯାଇଛି
ଉଦାହରଣ : ତାନ୍ତ୍ରିକ ନିଜଦ୍ୱାରା ବଶୀଭୂତ ବ୍ୟକ୍ତିଙ୍କଦ୍ୱାରା ମନଇଚ୍ଛା କାମ କରାଉଛି
ସମକକ୍ଷ : ବଶୀଭୂତ
जिसे मंत्र-तंत्र आदि के द्वारा वश में किया गया हो।
ସଂସ୍ଥାପନ କରନ୍ତୁ