ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋହିତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋହିତ ହେବା   କ୍ରିୟାପଦ

ଅର୍ଥ : କାହାର ରୂପ, ଗୁଣଆଦି କାରଣରୁ ତା ଉପରେ ପ୍ରସନ୍ନ, ଅନୁରକ୍ତ, ବା ମୋହିତ ହେବା

ଉଦାହରଣ : ଶ୍ୟାମ ରାଧାଙ୍କ ସୁନ୍ଦରତାରେ ଆସକ୍ତ ମୀରା ମୋହନପ୍ରତି ଆସକ୍ତ

ସମକକ୍ଷ : ଅନୁରକ୍ତ, ଆସକ୍ତ ହେବା, ଢଳିବା

किसी के रूप, गुण आदि के कारण उस पर प्रसन्न, अनुरक्त या मोहित होना।

श्याम राधा की सुन्दरता पर आसक्त है।
मीरा मोहन पर आसक्त है।
अनुरागना, आसक्त होना, ढलना, फ़िदा होना, फिदा होना, मरना, मोहित होना, रंगना, रीझना, लट्टू होना, लुढ़कना

Languish as with love or desire.

She dying for a cigarette.
I was dying to leave.
die

ଅର୍ଥ : ମନୋରଞ୍ଜନ ହେବା

ଉଦାହରଣ : ନାଟକ,ନୃତ୍ୟ,ସଙ୍ଗୀତ ଆଦିରେ ମନ ଆନନ୍ଦିତ ହୁଏ

ସମକକ୍ଷ : ଆନନ୍ଦିତ ହେବା, ଆମୋଦିତ ହେବା, ଖୁସି ହେବା

मनोरंजन होना।

नाटक,नृत्य,संगीत आदि से मन बहलता है।
बहलना

Occupy in an agreeable, entertaining or pleasant fashion.

The play amused the ladies.
amuse, disport, divert

ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଆଦିର ଶକ୍ତି, ସୁନ୍ଦରତା, ପ୍ରେରଣାଆଦି ଅନ୍ୟ ବସ୍ତୁ ବ୍ୟକ୍ତି ପାଖକୁ ଚାଲିଆସିବା କିମ୍ବା ପସନ୍ଦ ଆସିବା

ଉଦାହରଣ : ବୃଦ୍ଧଙ୍କ ପ୍ରତିଭା ଏବଂ ବିଦ୍ୱତ୍ତା ଦେଖି ଲକ୍ଷ ଲକ୍ଷ ଲୋକ ତାଙ୍କ ପ୍ରତି ଆକର୍ଷିତ ହେଲେ

ସମକକ୍ଷ : ଆକର୍ଷିତ ହେବା, ମନ୍ତ୍ର ମୁଗ୍ଧ ହେବ

किसी वस्तु,व्यक्ति आदि का दूसरी वस्तु, व्यक्ति आदि के पास उसकी शक्ति, सुंदरता, प्रेरणा आदि के द्वारा चले आना या उसे पसंद करने लगना।

बुद्ध की प्रतिभा एवं विद्वता को देखते हुए लाखों लोग उनकी ओर आकर्षित हुए।
आकर्षित होना, आकृष्ट होना, इंचना, इञ्चना, खिंच जाना, खिंचना, खिंचे चले आना, मंत्रमुग्ध होना, मोहित होना

Be attracted to.

Boys gravitate towards girls at that age.
gravitate