ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁରକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁରକ୍ତ   ବିଶେଷ୍ୟ

ଅର୍ଥ : କୌଣସି କାମ, ସମାଜଆଦିରେ ବିରାଗୀ ନହେବା ଭାବ

ଉଦାହରଣ : ବିଷୟାସକ୍ତି କାରଣରୁ ହିଁ ଆମେ ମୋହମାୟାରେ ଛନ୍ଦି ହୋଇଯାଇଥାଉ

ସମକକ୍ଷ : ଅବିରକ୍ତି, ଅବୈରାଗ୍ୟ, ବିଷୟାସକ୍ତି

किसी कर्म, समाज आदि से विरक्त न होने का भाव।

अविरक्ति के कारण ही हम मोह माया में जकड़े हुए हैं।
अविरक्ति, अविरति, अवैराग्य, आसक्ति, विषायासक्ति

A feeling of great liking for something wonderful and unusual.

captivation, enchantment, enthrallment, fascination

ଅନୁରକ୍ତ   କ୍ରିୟାପଦ

ଅର୍ଥ : କାହାର ରୂପ, ଗୁଣଆଦି କାରଣରୁ ତା ଉପରେ ପ୍ରସନ୍ନ, ଅନୁରକ୍ତ, ବା ମୋହିତ ହେବା

ଉଦାହରଣ : ଶ୍ୟାମ ରାଧାଙ୍କ ସୁନ୍ଦରତାରେ ଆସକ୍ତ ମୀରା ମୋହନପ୍ରତି ଆସକ୍ତ

ସମକକ୍ଷ : ଆସକ୍ତ ହେବା, ଢଳିବା, ମୋହିତ ହେବା

किसी के रूप, गुण आदि के कारण उस पर प्रसन्न, अनुरक्त या मोहित होना।

श्याम राधा की सुन्दरता पर आसक्त है।
मीरा मोहन पर आसक्त है।
अनुरागना, आसक्त होना, ढलना, फ़िदा होना, फिदा होना, मरना, मोहित होना, रंगना, रीझना, लट्टू होना, लुढ़कना

Languish as with love or desire.

She dying for a cigarette.
I was dying to leave.
die

ଅନୁରକ୍ତ   ବିଶେଷଣ

ଅର୍ଥ : ଯେ ପ୍ରେମରେ ଆସକ୍ତ

ଉଦାହରଣ : ପ୍ରେମାସକ୍ତ ପୁରୁରବାଙ୍କପାଇଁ ଉର୍ବଶୀ ସ୍ୱର୍ଗ ଛାଡି ପୃଥିବୀକୁ ଆସିଥିଲେ

ସମକକ୍ଷ : ଅନୁରାଗଯୁକ୍ତ, ଅନୁରାଗୀ, ଆଶକ୍ତ, ପ୍ରେମଯୁକ୍ତ, ପ୍ରେମାଶକ୍ତ

Associated in an exclusive sexual relationship.

attached, committed