ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନ୍ତ୍ର ମୁଗ୍ଧ ହେବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନ୍ତ୍ର ମୁଗ୍ଧ ହେବ   କ୍ରିୟାପଦ

ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଆଦିର ଶକ୍ତି, ସୁନ୍ଦରତା, ପ୍ରେରଣାଆଦି ଅନ୍ୟ ବସ୍ତୁ ବ୍ୟକ୍ତି ପାଖକୁ ଚାଲିଆସିବା କିମ୍ବା ପସନ୍ଦ ଆସିବା

ଉଦାହରଣ : ବୃଦ୍ଧଙ୍କ ପ୍ରତିଭା ଏବଂ ବିଦ୍ୱତ୍ତା ଦେଖି ଲକ୍ଷ ଲକ୍ଷ ଲୋକ ତାଙ୍କ ପ୍ରତି ଆକର୍ଷିତ ହେଲେ

ସମକକ୍ଷ : ଆକର୍ଷିତ ହେବା, ମୋହିତ ହେବା

किसी वस्तु,व्यक्ति आदि का दूसरी वस्तु, व्यक्ति आदि के पास उसकी शक्ति, सुंदरता, प्रेरणा आदि के द्वारा चले आना या उसे पसंद करने लगना।

बुद्ध की प्रतिभा एवं विद्वता को देखते हुए लाखों लोग उनकी ओर आकर्षित हुए।
आकर्षित होना, आकृष्ट होना, इंचना, इञ्चना, खिंच जाना, खिंचना, खिंचे चले आना, मंत्रमुग्ध होना, मोहित होना

Be attracted to.

Boys gravitate towards girls at that age.
gravitate