ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋଟର ପମ୍ପ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋଟର ପମ୍ପ୍‌   ବିଶେଷ୍ୟ

ଅର୍ଥ : କୂଅ ଆଦିରୁ ଜଳ ନିଷ୍କାସିତ କରିବା ଯନ୍ତ୍ର

ଉଦାହରଣ : କୃଷକମାନେ ଜମିରେ ଜଳସେଚନ କରିବାପାଇଁ ଜଳଯନ୍ତ୍ରର ପ୍ରୟୋଗ କରନ୍ତି

ସମକକ୍ଷ : ଜଳଯନ୍ତ୍ର, ପମ୍ପ୍‌

कुएँ आदि से जल खींचनेवाला यंत्र।

किसान खेंतों को सींचने के लिए जलयंत्र का प्रयोग करते हैं।
जलयंत्र, पंप, पम्प, वाटर पंप, वाटर पम्प, वारियंत्र, वारियन्त्र

A mechanical device that moves fluid or gas by pressure or suction.

pump