ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପମ୍ପ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପମ୍ପ୍‌   ବିଶେଷ୍ୟ

ଅର୍ଥ : କୂଅ ଆଦିରୁ ଜଳ ନିଷ୍କାସିତ କରିବା ଯନ୍ତ୍ର

ଉଦାହରଣ : କୃଷକମାନେ ଜମିରେ ଜଳସେଚନ କରିବାପାଇଁ ଜଳଯନ୍ତ୍ରର ପ୍ରୟୋଗ କରନ୍ତି

ସମକକ୍ଷ : ଜଳଯନ୍ତ୍ର, ମୋଟର ପମ୍ପ୍‌

कुएँ आदि से जल खींचनेवाला यंत्र।

किसान खेंतों को सींचने के लिए जलयंत्र का प्रयोग करते हैं।
जलयंत्र, पंप, पम्प, वाटर पंप, वाटर पम्प, वारियंत्र, वारियन्त्र

A mechanical device that moves fluid or gas by pressure or suction.

pump