ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମେଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମେଷ   ବିଶେଷ୍ୟ

ଅର୍ଥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ପ୍ରଥମ ରାଶି, ଯେଉଁଥିରେ ଛଅଷଠି ତାରା ଏଭଳି ଭାବେ ଅଛନ୍ତି ଯେ ସେ ସବୁକୁ ଯୋଗ କଲେ ତାହା ମେଷ ଆକୃତିର ଦେଖାଯାଏ

ଉଦାହରଣ : ତାର ମେଷ ରାଶି

ସମକକ୍ଷ : ମେଷରାଶି

बारह राशियों में से पहली राशि, जिसमें छाछठ तारे इसप्रकार हैं कि उन सबके योग से मेढ़े की आकृति बन जाती है।

उसकी राशि मेष है।
मेष, मेष राशि, मेषराशि

The first sign of the zodiac which the sun enters at the vernal equinox. The sun is in this sign from about March 21 to April 19.

aries, aries the ram, ram

ଅର୍ଥ : ପୁରୁଷ ଜାତୀୟ ମେଣ୍ଢା

ଉଦାହରଣ : ଦୁଇଟି ମେଣ୍ଢା ପରସ୍ପର ମଧ୍ୟରେ ଲଢ଼େଇ କରୁଛନ୍ତି

ସମକକ୍ଷ : ମେଣ୍ଢା

भेड़ जाति का नर।

दो भेड़े आपस में लड़ रहे हैं।
अवि, अविक, गड्डर, पृथूदर, भेड़ा, मेढ़ा, मेष, रोमश, लोमश, वृष्णि, ह्रद

Uncastrated adult male sheep.

A British term is `tup'.
ram, tup

ଅର୍ଥ : ସୌର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ସୂର୍ଯ୍ୟ ମେଷରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ଚନ୍ଦ୍ର ମେଷରାଶିରେ ଥାଏ

ଉଦାହରଣ : ମେଷ ରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଫଳଦାୟକ

ସମକକ୍ଷ : ମେଷ ରାଶି

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मेषराशि में हो।

मेषराशिवालों के लिए यह वर्ष फलदायी है।
मेष राशिवाला, मेषराशिवाला

(astrology) a person who is born while the sun is in Aries.

aries, ram