ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମେଷରାଶି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମେଷରାଶି   ବିଶେଷ୍ୟ

ଅର୍ଥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ପ୍ରଥମ ରାଶି, ଯେଉଁଥିରେ ଛଅଷଠି ତାରା ଏଭଳି ଭାବେ ଅଛନ୍ତି ଯେ ସେ ସବୁକୁ ଯୋଗ କଲେ ତାହା ମେଷ ଆକୃତିର ଦେଖାଯାଏ

ଉଦାହରଣ : ତାର ମେଷ ରାଶି

ସମକକ୍ଷ : ମେଷ

बारह राशियों में से पहली राशि, जिसमें छाछठ तारे इसप्रकार हैं कि उन सबके योग से मेढ़े की आकृति बन जाती है।

उसकी राशि मेष है।
मेष, मेष राशि, मेषराशि

The first sign of the zodiac which the sun enters at the vernal equinox. The sun is in this sign from about March 21 to April 19.

aries, aries the ram, ram