ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାପିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାପିବା   କ୍ରିୟାପଦ

ଅର୍ଥ : କାଳି ଆଦିର ସହାୟତାରେ ଗୋଟିଏ ବସ୍ତୁକୁ ଅନ୍ୟ ଏକ ବସ୍ତୁ ଉପରେ ଚାପି ତାର ଆକୃତି ଆଣିବା

ଉଦାହରଣ : ନିର୍ବାଚନ ପ୍ରଚାରକମାନେ ସ୍ଥାନେସ୍ଥାନେ କାନ୍ଥରେ ନିର୍ବାଚନ ଚିହ୍ନ ଛାପିଛନ୍ତି

स्याही आदि की सहायता से एक वस्तु को दूसरी वस्तु पर दबाकर उसकी आकृति उतारना।

चुनाव प्रचारकों ने जगह-जगह दीवारों पर चुनाव चिह्न छापे हैं।
छापना

Mark or stamp with or as if with pressure.

To make a batik, you impress a design with wax.
impress, imprint

ଅର୍ଥ : ଛାପାକଳଦ୍ୱାରା ଅକ୍ଷର ବା ଚିତ୍ର ଅଙ୍କନ କରିବା

ଉଦାହରଣ : ଏହି ପୁସ୍ତକକୁ ନରୁଲା ପ୍ରିଣ୍ଟର୍ସ‌ ଛାପିଛି

ସମକକ୍ଷ : ମୁଦ୍ରଣ କରିବା

छापे की कल से अक्षर या चित्र अंकित करना।

इस पुस्तक को नरुला प्रिंटर्स ने छापा है।
छापना, मुद्रण करना

Put into print.

The newspaper published the news of the royal couple's divorce.
These news should not be printed.
print, publish