ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଣ୍ଡ   ବିଶେଷ୍ୟ

ଅର୍ଥ : ରାଜା ବଳିଙ୍କର ଜଣେ ସେନାପତି

ଉଦାହରଣ : ମୁଣ୍ଡର ବର୍ଣ୍ଣନା ପୁରାଣରେ ଦେଖିବାକୁ ମିଳେ

ସମକକ୍ଷ : ମୁଂଡ

राजा बलि का एक सेनापति।

मुंड का वर्णन पुराणों में मिलता है।
मुंड, मुण्ड

ଅର୍ଥ : ଚଣ୍ଡର ଭାଇ ଥିବା ଜଣେ ଅସୁର

ଉଦାହରଣ : ଦୁର୍ଗା ମୁଣ୍ଡକୁ ମାରିଥିଲେ

ସମକକ୍ଷ : ମୁଂଡ

एक दैत्य जो चंड का भाई था।

मुंड को दुर्गा ने मारा था।
मुंड, मुण्ड

ଅର୍ଥ : ଶରୀରର ସେହି ଭାଗ ଯାହା ଭିତରେ ମସ୍ତିଷ୍କ ଥାଏ

ଉଦାହରଣ : ମୋହନର ମୁଣ୍ଡରେ କେଶ ନାହିଁ

ସମକକ୍ଷ : ମସ୍ତକ, ମୂର୍ଦ୍ଧା, ଶିର

The bony skeleton of the head of vertebrates.

skull

ଅର୍ଥ : ଶରୀରର ଉପରି ଭାଗର ବା ଗଳା ଉପରେ ଯେଉଁ ଗୋଲାକାର ଅଂଶରେ ଆଖି, କାନ, ନାକ, ମୁହଁଆଦି ଥାଏ କିମ୍ବା ଯାହାର ଭିତରେ ମସ୍ତିଷ୍କ ଥାଏ

ଉଦାହରଣ : ମୁଣ୍ଡରେ ଆଘାତ ଲାଗିଲେ ମଣିଷର ମୃତ୍ୟୁ ମଧ୍ୟ ହୋଇପାରେ କାଳୀମାତାଙ୍କ ଗଳା ମୁଣ୍ଡମାଳରେ ସୁଶୋଭିତ

ସମକକ୍ଷ : ଶିର

शरीर में गर्दन से आगे या ऊपर का वह गोलाकार भाग जिसमें आँख, कान, नाक, मुँह, आदि अंग होते हैं, और जिसके अंदर मस्तिष्क रहता है।

सिर में चोट लगने से आदमी की जान भी जा सकती है।
काली माँ के गले में मुंडों की माला सुशोभित है।
मुंड, मुंडक, मुण्ड, मुण्डक, मूँड़, मूँड़ी, मूड़, मूड़ी, शीर्ष, शीश, शेखर, सर, सिर

ଅର୍ଥ : ଦଧିଭାଣ୍ଡର ଦଣ୍ଡ

ଉଦାହରଣ : ଏହି ଦହିଖୁଆର ପେଣ୍ଡୁ ଦଦରା ହୋଇଗଲାଣି

ସମକକ୍ଷ : ପେଣ୍ଡୁ

मथानी की डंडी।

इस मथानी का क्षुब्ध कमजोर हो गया है।
क्षुब्ध