ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିର   ବିଶେଷ୍ୟ

ଅର୍ଥ : ଶରୀରର ସେହି ଭାଗ ଯାହା ଭିତରେ ମସ୍ତିଷ୍କ ଥାଏ

ଉଦାହରଣ : ମୋହନର ମୁଣ୍ଡରେ କେଶ ନାହିଁ

ସମକକ୍ଷ : ମସ୍ତକ, ମୁଣ୍ଡ, ମୂର୍ଦ୍ଧା

The bony skeleton of the head of vertebrates.

skull

ଅର୍ଥ : ଶରୀରର ଉପରି ଭାଗର ବା ଗଳା ଉପରେ ଯେଉଁ ଗୋଲାକାର ଅଂଶରେ ଆଖି, କାନ, ନାକ, ମୁହଁଆଦି ଥାଏ କିମ୍ବା ଯାହାର ଭିତରେ ମସ୍ତିଷ୍କ ଥାଏ

ଉଦାହରଣ : ମୁଣ୍ଡରେ ଆଘାତ ଲାଗିଲେ ମଣିଷର ମୃତ୍ୟୁ ମଧ୍ୟ ହୋଇପାରେ କାଳୀମାତାଙ୍କ ଗଳା ମୁଣ୍ଡମାଳରେ ସୁଶୋଭିତ

ସମକକ୍ଷ : ମୁଣ୍ଡ

शरीर में गर्दन से आगे या ऊपर का वह गोलाकार भाग जिसमें आँख, कान, नाक, मुँह, आदि अंग होते हैं, और जिसके अंदर मस्तिष्क रहता है।

सिर में चोट लगने से आदमी की जान भी जा सकती है।
काली माँ के गले में मुंडों की माला सुशोभित है।
मुंड, मुंडक, मुण्ड, मुण्डक, मूँड़, मूँड़ी, मूड़, मूड़ी, शीर्ष, शीश, शेखर, सर, सिर