ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଠା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଠା   ବିଶେଷ୍ୟ

ଅର୍ଥ : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ

ଉଦାହରଣ : ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା

ସମକକ୍ଷ : ମୁଠି, ମୁଷ୍ଟି

हाथ की उँगलियों को मोड़कर हथेली पर दबाने से बनने वाली मुद्रा या रूप।

बच्चे ने रुपये को अपनी मुट्ठी में बंद कर लिया।
मुट्ठी, मुश्त, मुष्टि, मुष्टिका, मूठी

A hand with the fingers clenched in the palm (as for hitting).

clenched fist, fist

ଅର୍ଥ : ଗୋଟିକ ଉପରେ ଗୋଟିଏ ରଖାହୋଇଥବା ଏକାଧରଣର ଗୋଟିଏ ଆକାର-ପ୍ରକାରର ଜିନିଷସମୂହ

ଉଦାହରଣ : ବାପା ତାସ ମୁଠା ମଗାଇଲେ

एक ही आकार-प्रकार की एक पर एक रखी हुई एक जैसी चीजों का समूह।

पिताजी ने ताश की गड्डी मँगाई।
गड्डी

A complete collection of similar things.

pack

ଅର୍ଥ : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ

ଉଦାହରଣ : ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ

ସମକକ୍ଷ : ମୁଠି

उतनी वस्तु जितनी मुट्ठी में आये।

उसने चावल में से तीन-चार मुट्ठी निकालकर भिखमंगे को दे दिया।
पण, मुट्ठी, मूठी

The quantity that can be held in the hand.

fistful, handful

ଅର୍ଥ : ଚାପିବା, କଷିବା ଆଦିର ଉପକରଣ

ଉଦାହରଣ : ବହିବନ୍ଧାଳୀ ଚାପୁଆଣିରେ ଚାପି ବହିର ପୃଷ୍ଠା କାଟେ

ସମକକ୍ଷ : ଚାପୁଆଣି

दबाने, कसने आदि का उपकरण।

शिकंजा से दबाकर जिल्दसाज़ किताबों के पन्ने काटते हैं।
शिकंजा

A device (generally used by carpenters) that holds things firmly together.

clamp, clinch

ଅର୍ଥ : ଧରିବାର କାର୍ଯ୍ୟ

ଉଦାହରଣ : ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା

पकड़ने की क्रिया।

उसकी पकड़ ढीली पड़ते ही मछली पानी में कूद गई।
गिरफ़्त, गिरफ्त, पकड़, शिकंजा

The act of grasping.

He released his clasp on my arm.
He has a strong grip for an old man.
She kept a firm hold on the railing.
clasp, clench, clutch, clutches, grasp, grip, hold