ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଷ୍ଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଷ୍ଟି   ବିଶେଷ୍ୟ

ଅର୍ଥ : ମାରିବାପାଇଁ ବନ୍ଦ ମୁଠା

ଉଦାହରଣ : ମୋହନ ସୋହନକୁ ମୁଥ ମାରିଲା

ସମକକ୍ଷ : ମୁଠି, ମୁଥ

मारने के निमित्त बाँधी हुई मुट्ठी।

मोहन ने सोहन पर घूँसे से प्रहार किया।
घूँसा, धौल, मुक्का, मुष्टिका

A hand with the fingers clenched in the palm (as for hitting).

clenched fist, fist

ଅର୍ଥ : କଂସର ଦରବାରରେ ଥିବା ଏକ ମଲ୍ଲ

ଉଦାହରଣ : କୃଷ୍ଣ-ବଳରାମ ମଲ୍ଲଯୁଦ୍ଧ ସମୟରେ ମୁଷ୍ଟି ବଧ ହେଲା

कंस के दरबार का एक मल्ल।

मुष्टि कृष्ण-बलराम से मल्लयुद्ध करते समय मारा गया था।
मुष्टि

An imaginary being of myth or fable.

mythical being

ଅର୍ଥ : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ

ଉଦାହରଣ : ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା

ସମକକ୍ଷ : ମୁଠା, ମୁଠି

हाथ की उँगलियों को मोड़कर हथेली पर दबाने से बनने वाली मुद्रा या रूप।

बच्चे ने रुपये को अपनी मुट्ठी में बंद कर लिया।
मुट्ठी, मुश्त, मुष्टि, मुष्टिका, मूठी

A hand with the fingers clenched in the palm (as for hitting).

clenched fist, fist