ଅର୍ଥ : ଘୋଡ଼ା ଉଚ୍ଚତାର ଏକ ମାପ ଯାହା ଦୁଇ ମୁଠା ଏବଂ ବିସ୍ତାରିତ ବୁଢ଼ା ଆଙ୍ଗୁଠି ସହିତ ସମାନ ହୋଇଥାଏ
ଉଦାହରଣ :
ଏହି ଘୋଡ଼ା ସାତ ମୁଠିର
ଅର୍ଥ : ବାରିକ ନିଜର ଖୁର, କଇଁଚିଆଦି ଉପକରଣ ରଖୁଥିବା ପାତ୍ର
ଉଦାହରଣ :
ବାରିକ ମୁଠିରୁ କଇଁଚି ବାହାରକଲା ଏବଂ ବାଳ କାଟିବାକୁ ଲାଗିଲା
ସମକକ୍ଷ : କ୍ଷୁରମୁଠି
ଅର୍ଥ : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
ଉଦାହରଣ :
ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
ସମକକ୍ଷ : ମୁଠା