ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାୟାବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାୟାବୀ   ବିଶେଷଣ

ଅର୍ଥ : ଇନ୍ଦ୍ରଜାଲର ବା ଇନ୍ଦଜାଲ ସହ ସମ୍ବନ୍ଧିତ

ଉଦାହରଣ : ଏହି ବହିରେ ଐନ୍ଦ୍ରଜାଲିକ କାର୍ଯ୍ୟ ସମ୍ପର୍କରେ ବିସ୍ତୀର୍ଣ୍ଣ ବର୍ଣ୍ଣନା କରାଯାଇଛି

ସମକକ୍ଷ : ଐନ୍ଦ୍ରଜାଲିକ, କୁହୁକିଆ, ଯାଦୁବିଦ୍ୟା ସଂପୃକ୍ତ

इंद्रजाल का या इंद्रजाल से संबंधित।

इस पुस्तक में ऐंद्रजालिक कार्यों के बारे में विस्तार से दिया गया है।
ऐंद्रजालिक, मायिक

Marked by or producing illusion.

Illusionary stage effects.
illusional, illusionary

ଅର୍ଥ : ଯେ ଇନ୍ଦ୍ରଜାଲ କରେ ବା ଜାଣିଥାଏ

ଉଦାହରଣ : ଲକ୍ଷ୍ମଣ ମାୟାବୀ ମେଘନାଦକୁ ହତ୍ୟା କରିଥିଲେ

ସମକକ୍ଷ : ଇନ୍ଦ୍ରଜାଲିକ

जो इन्द्रजाल करता या जानता हो।

लक्ष्मण ने मायावी मेघनाद को मारा था।
इंद्रजालिक, इंद्रजाली, इन्द्रजालिक, इन्द्रजाली, ऐंद्रजालिक, मायावी