ଅର୍ଥ : ଇନ୍ଦ୍ରଜାଲ ତିଆରି କରୁଥିବା ଲୋକ
ଉଦାହରଣ :
ଇନ୍ଦ୍ରଜାଲିକଙ୍କ ଘର କେଉଁଠି?
ସମକକ୍ଷ : ଇନ୍ଦ୍ରଜାଲିକ, କୁହୁକିଆ, ବାଜିକର
ଅର୍ଥ : ଇନ୍ଦ୍ରଜାଲର ବା ଇନ୍ଦଜାଲ ସହ ସମ୍ବନ୍ଧିତ
ଉଦାହରଣ :
ଏହି ବହିରେ ଐନ୍ଦ୍ରଜାଲିକ କାର୍ଯ୍ୟ ସମ୍ପର୍କରେ ବିସ୍ତୀର୍ଣ୍ଣ ବର୍ଣ୍ଣନା କରାଯାଇଛି
ସମକକ୍ଷ : କୁହୁକିଆ, ମାୟାବୀ, ଯାଦୁବିଦ୍ୟା ସଂପୃକ୍ତ