ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାପୁରୁଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାପୁରୁଷ   ବିଶେଷ୍ୟ

ଅର୍ଥ : ମହାନ୍‌ ବା ଶ୍ରେଷ୍ଠ ବ୍ୟକ୍ତି

ଉଦାହରଣ : ଆଦ୍ୟରୁ ହିଁ ଭାରତ ମହାପୁରୁଷମାନଙ୍କ ଦେଶ ଅଟେ

ସମକକ୍ଷ : ଉତ୍ତମ ପୁରୁଷ, ଶ୍ରେଷ୍ଠ ପୁରୁଷ

महान या श्रेष्ठ व्यक्ति।

शुरू से ही भारत महापुरुषों का देश रहा है।
अवतंस, अवतन्स, आर्य, उत्तम पुरुष, पुरुषोत्तम, महापुरुष, महामानव, श्रेष्ठ पुरुष

A person who has achieved distinction and honor in some field.

He is one of the greats of American music.
great

ଅର୍ଥ : ଦିବ୍ୟ, ଅଲୌକିକ ଶକ୍ତିଧାରୀ ଯେଉଁ ବ୍ୟକ୍ତି ବହୁତ ଯୋଗ୍ୟ ତଥା ଗୁଣବାନ

ଉଦାହରଣ : ଭାରତ ମାଆ ଅନେକ ମହାପୁରୁଷମାନଙ୍କ ଜନନୀ

ସମକକ୍ଷ : ପରମହଂସ, ମହାତ୍ମା

दिव्य अलौकिक शक्ति से युक्त बहुत योग्य तथा गुणवान मनुष्य।

भारत माँ अनेक विभूतियों की जननी हैं।
विभूति

ଅର୍ଥ : ଶ୍ରେଷ୍ଠ, ଉଚ୍ଚ ବିଚାରଶୀଳ ଏବଂ ସଦାଚାରୀ ବ୍ୟକ୍ତି

ଉଦାହରଣ : ମାଲବୀୟଜୀ ଜଣେ ମହାତ୍ମା ଥିଲେ

ସମକକ୍ଷ : ମହାତ୍ମା, ମହାନ ପୁରୁଷ, ଶ୍ରେଷ୍ଠବ୍ୟକ୍ତି

बहुत श्रेष्ठ, उच्च विचारोंवाला और सदाचारी पुरुष।

मालवीयजी एक महात्मा थे।
महात्मा

Person of exceptional holiness.

angel, holy man, holy person, saint