ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାତ୍ମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାତ୍ମା   ବିଶେଷ୍ୟ

ଅର୍ଥ : ବ୍ରାହ୍ମଣ, ଗୁରୁ ଆଦିଙ୍କ ନିମନ୍ତେ ଆଦରସୂଚକ ସମ୍ବୋଧନ

ଉଦାହରଣ : ଏହି ମହାତ୍ମା ନିଜ ଖାଦ୍ୟ ନିଜେ ତିଆରି କରନ୍ତି

ब्राह्मण, गुरु आदि के लिए आदरसूचक संबोधन।

ये महाराजजी अपना भोजन स्वयं बनाते हैं।
महराज, महाराज

ଅର୍ଥ : ଦିବ୍ୟ, ଅଲୌକିକ ଶକ୍ତିଧାରୀ ଯେଉଁ ବ୍ୟକ୍ତି ବହୁତ ଯୋଗ୍ୟ ତଥା ଗୁଣବାନ

ଉଦାହରଣ : ଭାରତ ମାଆ ଅନେକ ମହାପୁରୁଷମାନଙ୍କ ଜନନୀ

ସମକକ୍ଷ : ପରମହଂସ, ମହାପୁରୁଷ

दिव्य अलौकिक शक्ति से युक्त बहुत योग्य तथा गुणवान मनुष्य।

भारत माँ अनेक विभूतियों की जननी हैं।
विभूति

ଅର୍ଥ : ଶ୍ରେଷ୍ଠ, ଉଚ୍ଚ ବିଚାରଶୀଳ ଏବଂ ସଦାଚାରୀ ବ୍ୟକ୍ତି

ଉଦାହରଣ : ମାଲବୀୟଜୀ ଜଣେ ମହାତ୍ମା ଥିଲେ

ସମକକ୍ଷ : ମହାନ ପୁରୁଷ, ମହାପୁରୁଷ, ଶ୍ରେଷ୍ଠବ୍ୟକ୍ତି

बहुत श्रेष्ठ, उच्च विचारोंवाला और सदाचारी पुरुष।

मालवीयजी एक महात्मा थे।
महात्मा

Person of exceptional holiness.

angel, holy man, holy person, saint