ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରମହଂସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରମହଂସ   ବିଶେଷ୍ୟ

ଅର୍ଥ : ଜ୍ଞାନର ପରମ ଅବସ୍ଥାକୁ ପାଇ ସାରିଥିବା ସନ୍ୟାସୀ

ଉଦାହରଣ : ସ୍ମୃତିକାରମାନେ ସନ୍ୟାସୀମାନଙ୍କର ଚାରୋଟି ଭେଦ ଯଥା କୁଟିଚକ୍ର,ବହୁଦକ,ହଂସ ଏବଂ ପରମହଂସ ଥିବାର କହିଛନ୍ତି

वह संन्यासी जो ज्ञान की परम अवस्था को प्राप्त कर चुका हो।

स्मृतिकारों ने संन्यासियों के ये चार भेद बताए हैं - कुटीचक, बहुदक, हंस और परमहंस।
परमहंस

ଅର୍ଥ : ଦିବ୍ୟ, ଅଲୌକିକ ଶକ୍ତିଧାରୀ ଯେଉଁ ବ୍ୟକ୍ତି ବହୁତ ଯୋଗ୍ୟ ତଥା ଗୁଣବାନ

ଉଦାହରଣ : ଭାରତ ମାଆ ଅନେକ ମହାପୁରୁଷମାନଙ୍କ ଜନନୀ

ସମକକ୍ଷ : ମହାତ୍ମା, ମହାପୁରୁଷ

दिव्य अलौकिक शक्ति से युक्त बहुत योग्य तथा गुणवान मनुष्य।

भारत माँ अनेक विभूतियों की जननी हैं।
विभूति