ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଲ୍ଲଶାଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଲ୍ଲଶାଳା   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ପହଲିମାନ କୁସ୍ତି କରନ୍ତି

ଉଦାହରଣ : ଦୁଇ ପହଲିମାନ ଆଖଡ଼ାରେ ଲଢ଼େଇ କରୁଛନ୍ତି

ସମକକ୍ଷ : ଆଖଡ଼ା, ଜାଗାଘର, ବ୍ୟାୟାମଶାଳା

वह स्थान जहाँ पहलवान कुश्ती लड़ते हैं।

दो पहलवान अखाड़े में जूझ रहे हैं।
अक्षवाट, अक्षवाट्, अखाड़ा, अखारा, पाला, बाज़ीगाह, बाजीगाह, मल्ल भूमि, मल्लभूमि, मल्लशाला