ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଖଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଖଡ଼ା   ବିଶେଷ୍ୟ

ଅର୍ଥ : ସାଧୁ-ସନ୍ଥ ରହିବା ସ୍ଥାନ

ଉଦାହରଣ : ଉତ୍ତର କାଶୀ ବୁଲିବା ସମୟରେ ଆମେ କିଛି ଦିନ ଗୋଟିଏ ମଠରେ କଟାଇଲୁ

ସମକକ୍ଷ : ଆଶ୍ରମ, ମଠ

साधु-संतों के रहने का स्थान।

उत्तर काशी घूमने के समय हमने कुछ दिन एक मठ में गुज़ारे।
अखाड़ा, अखारा, आश्रम, मठ

The residence of a religious community.

monastery

ଅର୍ଥ : ଯେଉଁ ସ୍ଥାନରେ ପହଲିମାନ କୁସ୍ତି କରନ୍ତି

ଉଦାହରଣ : ଦୁଇ ପହଲିମାନ ଆଖଡ଼ାରେ ଲଢ଼େଇ କରୁଛନ୍ତି

ସମକକ୍ଷ : ଜାଗାଘର, ବ୍ୟାୟାମଶାଳା, ମଲ୍ଲଶାଳା

वह स्थान जहाँ पहलवान कुश्ती लड़ते हैं।

दो पहलवान अखाड़े में जूझ रहे हैं।
अक्षवाट, अक्षवाट्, अखाड़ा, अखारा, पाला, बाज़ीगाह, बाजीगाह, मल्ल भूमि, मल्लभूमि, मल्लशाला

ଅର୍ଥ : କୁମ୍ଭଆଦି ପର୍ବରେ ସାଧୁ-ମହାତ୍ମାମାନେ ବାହାରୁଥିବା ଶୋଭାଯାତ୍ରା

ଉଦାହରଣ : ଆଖଡ଼ା ପଛରେ ହଜାର ହଜାର ଲୋକ ଚାଲୁଛନ୍ତି

ସମକକ୍ଷ : ସାହି

कुम्भ आदि पर्वों पर साधु-महात्माओं की निकलनेवाली सवारी।

शाही के पीछे हज़ारों लोग चल रहे हैं।
शाही

ଅର୍ଥ : ଯେଉଁ ସ୍ଥାନରେ ଲୋକମାନେ ଏକାଠି ହୋଇ ନିଜ ନିଜର କୌଶଳ ଦେଖାନ୍ତି

ଉଦାହରଣ : ନାଗପଞ୍ଚମୀଦିନ ଗ୍ରାମବାସୀମାନେ ଆଖଡ଼ାରେ ଏକତ୍ରିତ ହୋଇ ନାନାପ୍ରକାରର କରାମତି ଦେଖାଉଥିଲେ

वह स्थान जहाँ लोग इकट्ठे होकर अपना कोई कौशल दिखलाते हों।

नागपंचमी के दिन सारे ग्रामवासी अखाड़े में एकत्र होकर नाना प्रकार के करतब दिखा रहे थे।
अखाड़ा, अखारा, बाज़ीगाह, बाजीगाह

A playing field where sports events take place.

arena, scene of action